STORYMIRROR

RAKESH MUDULI

Children

4  

RAKESH MUDULI

Children

ବନ୍ଧୁତା

ବନ୍ଧୁତା

1 min
177

ଗୋଟିଏ ସୁନ୍ଦର ହୃଦୟ,

     ଯାହା ଘୃଣା କରେନି ।

ମୁଁହରେ ଥାଏ ଖୁସି ଭରା ହସ,

     ଯାହା କେବେ ମଳିନ ପଡ଼େନି ।

ଗୋଟିଏ ସୁନ୍ଦର ଓ ଅଭୁଲା ଅନୁଭୂତି,

     ଯାହା କେବେ ଦୁଃଖ ଦିଏନି ।

ବନ୍ଧୁତା ଗୋଟିଏ ସୁନ୍ଦର ସମ୍ପର୍କ,

     ଯାହା କେବେ ବି ଭାଙ୍ଗେନି ।

      


Rate this content
Log in

Similar oriya poem from Children