STORYMIRROR

Reeta aparajeeta Mohanty

Abstract

3  

Reeta aparajeeta Mohanty

Abstract

ବନ୍ଧୁ

ବନ୍ଧୁ

1 min
295

ବନ୍ଧୁ ପରି ଅନାବିଳ ସମ୍ପର୍କ

କାହିଁ କେଉଁଠି ମିଳେ ନାହିଁ

ଜୀବନର ରାସ୍ତାଟା ଖରା ପରି ହେଲେ

ବନ୍ଧୁ ଗୋଟିଏ ଛତା ପରି

ଏଇ ଜୀବନରେ ସତ ବନ୍ଧୁତ୍ବ ର ଆବଶ୍ୟକତା ଅଛି

ତମ ସୁଖରେ ସେ ଖୁସି ହେବ

ତମ ଦୁଃଖରେ ତା ଆଖିରୁ ଲୁହ ଝରିବ

ତମେ ହସିଲେ

ତମେ ଖୁସି ହେଲେ

ସେ ବନ୍ଧୁ ହସିବ

ମନ ଜିଣା ହସ।

ପରସ୍ପର ଅନ୍ତର ଭାବ ଏତେଗଭୀର

କୃଷ୍ଣ ସୁଦମାଙ୍କ ପରି

ଏମିତି ବନ୍ଧୁତା ମିଳିଲେ

ତୁମ ଜୀବନ ହସ ଖୁସିରେ ବିଟିଯିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract