STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ବନ୍ଧନ

ବନ୍ଧନ

1 min
166

ସୁକ୍ଷ୍ମ ସୂତାଟିଏ ଭଳି

ମୁଁ ଯେମିତି ଛିଣ୍ଡି ନ ଯାଏ

ଦୃଢ଼ତା ମତେ ଧରି ରଖୁ

ମୁଁ ଶକ୍ତ ବନ୍ଧନ ହିଁ ହୁଏ

ଏ ବନ୍ଧନ ନୁହେଁ ରଜୁର

ବନ୍ଧନ ନୁହେଁ ଶିକୁଳିର

ବନ୍ଧନ ସ୍ନେହ ପ୍ରେମ

ଭଲ ପାଇବାର

ଭଲ ପାଇବାର

ଗାଢ଼ ରଙ୍ଗରେ

ଯେବେ ରଙ୍ଗୀନ ହୁଏ

କାହିଁକି କେଜାଣି କେମିତି

କେମିତି ଲାଗେ, ଭଲ

ପାଇବା ବି ବ୍ୟର୍ଥ ହୁଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Abstract