STORYMIRROR

Purnima Prusty

Abstract

2  

Purnima Prusty

Abstract

ବନ୍ଧନ

ବନ୍ଧନ

1 min
131

ବନ୍ଧନର ଦ୍ୱାହି ଅଛି ସାଥି

ଏତିକି ମୋ ନିଜ ଅତୁଟ ବିଶ୍ୱାସ

ଏ ସମ୍ପର୍କ କେବେ ହବ ନାହିଁ ଶେଷ

ତୁମେ ଖାଲି ଟିକେ ଘିଅ ସାଜି ଥା'

ସଳିତା ଟିଏ ମୁଁ ଜଳୁଥିବି ନିତି

ଶାଶ୍ୱତ ପ୍ରେମ ଏ

ସରିବନି କେବେ ତାର ଆୟୁଷ

ପାଉଁଶ ତଳର ନିଆଁ ବି ହବ ଉତପ୍ତ

କବର ତଳର ଆତ୍ମା ବି ହବ ଜାଗ୍ରତ

ଫେରିବ ମିଳନ ପର୍ବର ଶୁଭ ମୁହୂର୍ତ

 ଗାଇବ ମନ ଆନନ୍ଦେ ପ୍ରେମ ସଙ୍ଗୀତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract