STORYMIRROR

Goutam Mohanty

Abstract

2  

Goutam Mohanty

Abstract

ବିଷପୁରୁଷ

ବିଷପୁରୁଷ

1 min
121

ମୋତେ ତଟସ୍ଥ କରି

ପ୍ରେମରେ ପିଆଇଛ

ନୀଳ ନାଗୁଣୀର ବିଷ


ମୁଁ କି ମରି ପାରିବି

ନୀଳକଣ୍ଠ ର ଦାସ


ଖୋଜୁଛ ନୂଆ ସାଥୀ

ସବୁ ଏଠି ପ୍ରେମ ବ୍ୟସ୍ତ

କୁହ କେ ଖୋଜେ ବିଷ


ଆଜନ୍ମ ତୁମ ଲାଗି

କେହି ପ୍ରତୀକ୍ଷାରତ

ତୁମ ଚୋଟର ଅଭ୍ୟସ୍ତ

ମୁଁ ସେଇ ବିଷପୁରୁଷ

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract