STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ବିଶ୍ବକର୍ମା ପୂଜା

ବିଶ୍ବକର୍ମା ପୂଜା

1 min
259


ତୁମେ ବ୍ରହ୍ମା ପୁତ୍ର

କରିତ୍ କର୍ମା ଆହେ

ବିଶ୍ବକର୍ମା ତୁମେ 

ଜଗତର ବିନ୍ଧାଣି

ତୁମକୁ ସର୍ବେ ଆକୁଳେ

ଡାକନ୍ତି ଗୁହାରି ଜଣାନ୍ତି

ଗଢନ୍ତି ନିଜ ନିଜ ବାସ

ତୁମରି ପବିତ୍ର ନାମକୁ 

  ସ୍ମରି

ଆଜି ଆସିଛି ପୂଣ୍ୟ ତିଥୁ

କନ୍ୟା ସଂକ୍ରାନ୍ତି ଆଜି

ଜନମୀ ଥିଲ ଏଧରା

ବକ୍ଷେ ଓହ୍ଲାଇ ଆସି ଥିଲ 

   ପାଦ ଥାପି

ଲକ୍ଷ୍ମୀଙ୍କୁ ଦେଇ ଥୁଲ

ତୁମେ ସମୁଦ୍ର କୂଳେ

ଉଆସ ତୋଳି 

ତୁମରି ମହିମା ପାରି

ହୁଏନା ଆଉ କଳି

ଦିଅ ଆଶ୍ରିବାଦ

ରଖି ଥାଅ ଏ ବିଶ୍ବକୁ

  ଉଦ୍ଧାରି

ଆଜି ପ୍ରତି ଅନୁଷ୍ଠାନେ

ପୁରେ ପୁରେ ଚାଲିଛି

  ପୂଜା ତୁମ୍ଭରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational