STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ବିଶ୍ୱସ୍ତ

ବିଶ୍ୱସ୍ତ

1 min
352

ସଫ୍ଟୱେର ଇଂଜିନିୟର

ମହିଳା ଜଣକ ଟିସିଏସ ରେ

ହାଇଦ୍ରାବାଦରେ ,

ବୟସ୍କା ହେଲେବି

ବୟସ ର କୃଷ୍ଟଚୁଡା

ବସନ୍ତ ଜାଗ୍ରତ

ମାନସରୋବର ହଂସ ଖେଳେ

ଅପାଟମେଂଟ ଚତୃପାର୍ଶ୍ୱରେ

ହାତରେ କୁତ୍ତାକି କୁତିର ପଘା

ମାଲିକକୁ ବେଳେ ଟାଣିନିଏ

ଭାଲୁ ପରି ଚେହେରାକୁ ଦେଖି

ଜେକେହି ଡରିବ ପାଖେ ନରହିବ

ପରିଚିତା ବୋଲି ଯାଇ ଆଳାପ ବି କଲି

ଘର ପରିବାର ଭଲମନ୍ଦ ପଚାରି ବୁଝିଲି


,କିସ ଏଇ କୁକୁର ଶ୍ରଦ୍ଧାରେ ସହାସରେ ପଚାରିଲି

ସ୍ମିତହାସ୍ୟ ଦେଇ କହିଥିଲେ

ଅଙ୍କଲ କୁକୁରଠୁ ବିଶ୍ୱସ୍ଥ କିଏ ବିସେ

ମନେମନେ ଅଙ୍କକଶିହେଲି

ଠିକ କହିଛ ବେଟି ତୁମ ସିଦ୍ଧାନ୍ତ ବି ନୁହେଁ ଅପସନ୍ଦ

ବିବାହିତ ନାରୀ ଆଉ ତାର ସ୍ୱାମୀ

ସ୍ୱାର୍ଥରେ ବନ୍ଧକ ହେଲେ ବି ନିଏ ପ୍ରତିଶୋଧ ,

ଏଠି ବିଶ୍ୱାସ ଗଲାଣି ହଟି ମଣିଷର

ପଶୁ ପାଇଁ ଆମେ ସୁରକ୍ଷିତ

କୁକୁର ପ୍ରତି ସାବଧାନ

ଫଳକ ମହତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract