STORYMIRROR

Rojalin Mishra

Inspirational

3  

Rojalin Mishra

Inspirational

ବିଶ୍ୱ ମୈତ୍ରୀ

ବିଶ୍ୱ ମୈତ୍ରୀ

1 min
12.1K

ଏକ ସୂତ୍ର ତାନେ ଜାଗିଉଠ ସର୍ବେ

ଭାତୃତ୍ୱ ସ୍ନେହର ମାତି,

ସେ ସ୍ମୃତି ଆଳରେ ଅବା ଭରଷାରେ

ଗାଇଯାଅ ସୁରଗୀତି।।


ଭାନୁ ଭେଟି ଦିିଏ ଶୁୁଭବାର୍ତ୍ତା ଓ ପ୍ରେରଣା

ବିତରି ଧରା ପୃୃଷ୍ଠେ ନାନା ଆଲୋକର ଆଶା,

ଜଗତେ ଖେଳିଉଠେ ନବ ଆହ୍ଲାଦ ଓ ଉଲ୍ଲାସ

ଯହିିଁ ଗଢି ଉଠେ ନୂୂଆ ଜୀବନର ଭାଷା।।


କରି ଆଲିଙ୍ଗନ ନିଜ ଜୀବନ ସଂଘର୍ଷ,

ଲଢ଼ିଯାଅ ହସିି ହସିି ହୋଇଣ ହରଷ।।

ବିଶ୍ୱ ଶାନ୍ତି,ବିଶ୍ୱ ମୈତ୍ରୀ ଦୀପାଳୀରେ

ଜଳି ଉଠୁ ଗର୍ବ,ଅହଂକାର,ମିଥ୍ୟା ଅଭିିିିମାନ,

ଦେଶ ପ୍ରେମର ସୁଶୀତଳ ଜ୍ୟୋସ୍ନାରେ

ଆଲୋକିତ ହେବ ଦୁର୍ଲଭ ପରାଣ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational