STORYMIRROR

Krushna Chandra Dakua

Inspirational

3  

Krushna Chandra Dakua

Inspirational

ବିଶ୍ୱ ଧରିତ୍ରୀ ଦିବସ

ବିଶ୍ୱ ଧରିତ୍ରୀ ଦିବସ

1 min
12.2K

ବିଶ୍ୱ ଧରିତ୍ରୀ ଦିବସେ 

ହସୁଅଛି ଆଜି 

ଏଇ ଆମ ପରିବେଶ 

ଜାଣିଶୁଣି ଆମେ 

କରିଅଛେ ତାକୁ ନାରଖାର 

ବ୍ୟବହାର କରି ପ୍ଲାଷ୍ଟିକ ପଦାର୍ଥ 

ଘଟୁଅଛି ଆଜି ସବୁ ଅନର୍ଥ, 

ପ୍ଲାଷ୍ଟିକ ବ୍ୟବହାର 

ଉଦ୍ଭାବନ କରିଥିଲେ ଆମେ 

ଆମ ସୁବିଧା ପାଇଁ 

ହେଲେ ଆଜି ତାହା ଶତୃ ପାଲଟିଲା 

ଦୋଷ ଦେବା କାହାକୁ କାହିଁ ପାଇଁ, 

ବେଳ ଆସିଅଛି ଆଜି ସଚେତନ ହେବା

ଧରିତ୍ରୀ ସୁରକ୍ଷା 

ଆମ କର୍ତ୍ତବ୍ୟ ମଣିବା

ବୃକ୍ଷ ଲଗାଇବା  

ଆମ ପରିବେଶ 

ଆମେ ସୁନ୍ଦର ରଖିବା 

ସଭିଏଁ ଭାବିବା 

ଏଇଟି ଆମର ବୃହତ କାର୍ଯ୍ୟ, 

କାରଣ ପରିବେଶ ସୁନ୍ଦର ରହିଲେ 

ସୁନ୍ଦର ରହିବା ସଭିଏଁ 

ସୁନ୍ଦର ରହିବ ମନ  

ଭାବିବାନୀ କେବେ 

କାର୍ଯ୍ୟଟି ବୃଥା ଆମର 

ଆମ ପରିବେଶ ଆପେ ଯାଚିଦେବ 

ମୂଲ୍ୟଟି ଆମର 

ହଁ ମୂଲ୍ୟଟି ଆମର.........!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational