STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ବିଶ୍ୱାସ ରେ ଚାଲିଛି ନିଃଶ୍ୱାସ,,

ବିଶ୍ୱାସ ରେ ଚାଲିଛି ନିଃଶ୍ୱାସ,,

1 min
147

ବିଶ୍ୱାସ ରେ ଚାଲିଛି ନିଃଶ୍ୱାସ,,


ନିଃଶ୍ୱାସ କୁ ଏଠି ଭରସା ନାହିଁ

 କେତେ ବେଳେ ଚାଲିଯିବ

  କେହି କେବେ ନ ପାରିବେ କହି।

ବିଶ୍ୱାସ ରେ ଚାଲିଛି ଏ ବିଶ୍ଵ

 ଅବିଶ୍ବାସ ଏଠି

 ଜାଳି ଦିଏ ସବୁକିଛି

  ନିମିଷକ ରେ ହୋଇଯାଏ 

    ମୁଠାଏ ପାଉଁଶ।


ବିଶ୍ୱାସ ,,,,,


ବିଶ୍ୱାସ ରେ ଚାଲିଛି ଜଗତ

ବହୁଛି ମରୁତ

ଯେମିତି ଏ ସଂସାର ବୋଇତ।


ବିଶ୍ୱାସେ ମିଳନ୍ତି ହରି

 ଅବିଶ୍ବାସ ରେ ବହୁ ଦୂରେ

ବିଶ୍ୱାସ କୁ କରି ଥିଲେ ଦୃଢ଼

 ଭାବଗ୍ରାହୀ କରିଦ୍ୟନ୍ତି

  ଭବସିନ୍ଧୁ ପାରି।



Rate this content
Log in

Similar oriya poem from Inspirational