STORYMIRROR

ଲିମନ ଦିଦି

Inspirational

3  

ଲିମନ ଦିଦି

Inspirational

ବିରତି

ବିରତି

1 min
307

ଇସାରା ଦେଉଛି ନିୟତି

ନେବା ପାଇଁ ଟିକେ ବିରତି

ହେଲେ ଅଜଣା ସେ ସ୍ଥିତି

ପୁନଃ ଆରମ୍ଭ ହେବ କି

ହୋଇସାରିଥିବ ଇତି...


ମେଣ୍ଟିଯିବା ପାଇଁ ଥକା

ବିରତି ଆବଶ୍ୟକତା

ଆସଇ ଶକ୍ତି ଅଧିକା

ଦୂର ହୁଏ ସବୁ ବ୍ୟଥା

ସଞ୍ଚିତ ହୁଅଇ ବଳ

ଦେବାକୁ ବଡ ପରୀକ୍ଷା... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational