Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ବିରହୀ ଶାମୁକା ପାଇଁ

ବିରହୀ ଶାମୁକା ପାଇଁ

1 min
142


ନିରବି ଯାଇଛି ଅନେକ ସପନ

ଶାମୁକା କଥାକୁ ଭାଳି

ଅଭିଶପ୍ତ ଏକ ବାଲି ଗରଡା ମୁଁ 

ମରେ ଆଖି ଲୁହ ଢାଳି ।


ବାଲୁକା ଶେଜରେ

ହତାଶ ମନରେ

ନୀଳିମା କଲ୍ଲୋଳ

ଛୁଇଁ ଯାଆ ଥରେ

କହିବି କେତେ ମୁଁ'

ମୋ'ମନର କଥା

ହସିଦେଇ ଯେବେ

ପୋତି ଦିଅ ମଥା

ବୁଝି ପାରେନା ମୋ 

ମନ ହୁଏ ଗୋଳି ।


ଆଆ ସାଗରିକା

ବେଳାଭୂଇଁ ଡାକେ

ବାଲି ଗରଡାର

ଲୋଟି ଖୋଲାବୁକେ

କହି ଯା'ଥରେ

ସାମୂକାର କଥା

କେତେ ସହିଛି ସେ

ଜୀବନରେ ବ୍ଯଥା

ନିଜେ ନିଜକୁ ସେ

ଆହୁତି ଦେଇଛି

ଜୀବନକୁ ଜାଳି ।


Rate this content
Log in

Similar oriya poem from Romance