STORYMIRROR

Sanjukta Padhi

Fantasy

3  

Sanjukta Padhi

Fantasy

ବିରହ

ବିରହ

1 min
213


ଭାବନା ରାଜ୍ୟ ରେ

ପ୍ରଳୟ ମାତିଲେ

ଆଖି ହୋଇଥାଏ

ସାମୁଦ୍ରିକ ଝଡ ।

ଅମାନିଆ ମନ

ଜୁଆର ସାଜି ସେ

ସ୍ତଵ୍ଧ ଲାଗିଥାଏ

ସତେ ଏ କ୍ଷଣିକ ।

ଶୀତଳ କଅଁଳ

ଆଞୁଳେ ତରଳ

କେଇବୁନ୍ଦା ସ୍ୱଚ୍ଛ

ମୋତି ପରି ଜଳ ।

ଅନାୟସେ ବହି

ଦୁଃଖ ନିଏ ନାହିଁ ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy