STORYMIRROR

ଡୁଲେଶ୍ବର କୁମାର ସାହୁ

Action

3  

ଡୁଲେଶ୍ବର କୁମାର ସାହୁ

Action

ବିନା ଖର୍ଚ୍ଚରେ

ବିନା ଖର୍ଚ୍ଚରେ

1 min
163

ଆଜିକାଲି ବିନା ଖର୍ଚ୍ଚରେ

ସାଇକଲ ବି ଗଡୁନି

ଏଇ ଅଳ୍ପ ବାଟ

ମଣିଷ ଭାରି ଚିନ୍ତାରେ ପଡ଼ିରହିଛି ll


କଦାପି ହଉନି ସରକାରୀ,

ବେ ସରକାରୀ ଚାକିରୀଚାକିରୀ

ରକ୍ତ ଧମନୀ ଭିତରେ

ଯାଉନି ବିନା ଖର୍ଚ୍ଚରେ ll


ମଣିଷ ମଣିଷକୁ ଚିହ୍ନେ ନାହିଁ

ବିନା ଖର୍ଚ୍ଚରେ

ଯଦି ତମେ ଖର୍ଚ୍ଚା କରନାହିଁ ପଡି ରହ

ଅସହାୟ,ସନ୍ତାପିତ, ମଣିଷଭଳି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action