STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ମାଟିମାଆ

ମାଟିମାଆ

1 min
169


ଉଷାର ପ୍ରଥମ ଉଦାସୀ କିରଣ

ଭସାବାଉଦ ଉହାଡୁ ମେଘ ଆବରଣ

ନାଲି ଟୁକୁ ଟୁକୁ ସାଧବ ବୋହୁ ଆଚରଣ

ପବନ ବହେ ମାଟି ମାଆ ସହେ କଷଣ

ପାହାଡ଼ରୁ ତାତି ନିଆଁ ଧୁଆଁ ଉଦ୍ଗିରଣ

ବୈଜ୍ଞାନିକମାନଙ୍କ ପର୍ଯ୍ୟବେକ୍ଷଣ

ଦେଖିଲେ ଏସବୁ ପର୍ଯ୍ୟାବରଣ

ପୃଥିବୀ ମାତା ର ରକ୍ଷଣା ବେକ୍ଷଣ

ସନ୍ତୁଳନ କମ୍ପନ ଦହନ ଅନୁସରଣ

ମାଟି ମାଆ କାନ୍ଦେ ନିଶବ୍ଦ ରାତିରେ

କୁଆଁ ତାରା ମଉଳି ଶିଶିର ଭିତରେ

ଟୋପା ଟୋପା ବର୍ଷା କେବେ ଜୁଳୁଜୁଳିଆ

ଭିଜା ଭିଜି ଆଲୋକ ଦହନେ ବାରଣ

ସମସ୍ତେ କହନ୍ତି ମୁଁ ଜଣେ ଜାଣ

ମାଟି ମାଆ କାନ୍ଦିଥାଏ ତା ରକ୍ଷଣାବେକ୍ଷଣ

ମଣିଷର ଭାତହାଣ୍ଡି ବେଉଷଣ ରାଣ

କେମିତି ବଞ୍ଚିବେ ମଣିଷ ଜନ ଗଣ

କର୍ତ୍ତବ୍ୟ ଓ ଶ୍ରମ କରି କରିବା ଜାଣ

ମାଟିମାଆ ପାଇଁ ପୁଣ୍ୟ ଏ ପରାଣ

ଶୁନ୍ୟ ଦେହି ପରଂବ୍ରହ୍ମ କରବେ ସକାରଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract