STORYMIRROR

Srinibas Mahalik

Inspirational

3  

Srinibas Mahalik

Inspirational

ବିଲୁପ୍ତ ପଥେ

ବିଲୁପ୍ତ ପଥେ

1 min
14.1K


 ମଣିଷଙ୍କ ପାଇଁ କେତେ ଜୀବଜନ୍ତୁ

  ହେଲେଣି ବିଲୁପ୍ତ ପ୍ରାୟ

 ପରିବେଶ ପୁଣି ହେବାରେ ଲାଗିଛି

  ଦିନକୁ ଦିନ ବି କ୍ଷୟ ।।

 ଆମ ସମାଜର ବିକାଶ ହୋଇଲେ

  ପଡନ୍ତି ସେମାନେ ବଳି

 ଟେକ୍ନୋଲୋଜି ଓ ଅର୍ଥ ଲୋଭ ପାଇଁ

  ଖାଆନ୍ତି ସେମାନେ ଗୁଳି ।।

 ଜଙ୍ଗଲ କାଟିବା ସହ ଆମେ କଲେ

  ନଦୀ, ବାୟୁ ପ୍ରଦୂଷଣ

 ଯାଦ୍ବାରା ସେମାନେ ବାସଶୂନ୍ୟ ହୋଇ

  ହରାଇଲେ ତାଙ୍କ ପ୍ରାଣ ।।

 ଜୀବଜଗତରେ ସଭିଙ୍କ ରହିଛି

  ବଞ୍ଚିବାର ଅଧିକାର

 ବିକାଶ ସହିତ ଏଥି ପ୍ରତି ଟିକେ

  ଧ୍ୟାନ ପଡୁ ସଭିଙ୍କର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational