Sudipta Behera
Inspirational
ଚାଲ ଆମେ
ଏକାଠି ହେବା
ସଚେତନ ରହିବା
ସରକାରଙ୍କ ନିର୍ଦ୍ଦେଶ
ମାନି ନେବା
ଆଉ କିଛି ଦିନ
ଘରେ ରହିଯିବା,
ନିଜ ପରିବାର କୁ
ସୁରକ୍ଷିତ ରଖିବା,
କରୋନାର ଶକ୍ତ
ମୁକାବିଲା କରି
ବିଜୟ ଟୀକା
ମଥାରେ ଲଗାଇବା l
,
ତଫାତ୍
ଜୀବନ ମସଲା
ସେଇ ପୁରୁଣା ସହ...
ନିର୍ବାଣ
ଆଶା
ହସ
ଜୀବନ
ସମ୍ପର୍କ
ପ୍ରେମ
ବାଃ ରେ ମଣିଷ
କାହିଁକି କାହିଁକି
ଯୁଗେ ଯୁଗେ ନାରୀ ଯୁଗେ ଯୁଗେ ନାରୀ
ମାଆ ବାଟ ମଙ୍ଗଳା ମାଆ ବାଟ ମଙ୍ଗଳା
ନମସ୍ତୁତେ ମାଆ ନମସ୍ତୁତେ ନମସ୍ତୁତେ ମାଆ ନମସ୍ତୁତେ
ଆଦ୍ୟ ରାଜ ସେବା ଆଉ ଆଦ୍ୟ ପ୍ରେମିକା ଲଭେ ମନ ମୋ ଥିଲା ଉତଫୁଲ୍ଲିତ ସଦା ମନୋରଞ୍ଜନ ବ୍ୟାଲୁଳ ପସରା ଖୋଲି ଦେଇ ଆଦ୍ୟ ରାଜ ସେବା ଆଉ ଆଦ୍ୟ ପ୍ରେମିକା ଲଭେ ମନ ମୋ ଥିଲା ଉତଫୁଲ୍ଲିତ ସଦା ମନୋରଞ୍ଜନ ବ୍ୟାଲ...
ମା ସରସ୍ଵତୀ ମା ସରସ୍ଵତୀ
କବି ପରିଚୟ ଗୋଟିଏ କବିତାରୁ ମିଳଇ ଗୋଟିଏ ଚନ୍ଦନ ଗଛରୁ ସାରା ବନ ବାସଇ। କବି ପରିଚୟ ଗୋଟିଏ କବିତାରୁ ମିଳଇ ଗୋଟିଏ ଚନ୍ଦନ ଗଛରୁ ସାରା ବନ ବାସଇ।
ଉଚ୍ଚା ରହୁ ମୋ ତ୍ରିରଙ୍ଗା ଉଚ୍ଚା ରହୁ ମୋ ତ୍ରିରଙ୍ଗା
ସାଉଁଟା ସ୍ମୁତି ସାଉଁଟା ସ୍ମୁତି
ଶିବେଇ ସାନ୍ତରା ଶିବେଇ ସାନ୍ତରା
ପ୍ରେମ ପାପ ନୁହେଁ ପ୍ରେମ ପାପ ନୁହେଁ
ବୁଡ଼ା ଜାହାଜ ଘାଜି ବୁଡ଼ା ଜାହାଜ ଘାଜି
କାର୍ତ୍ତିକେ ଦାମୋଦର ବେଶ ଲୀଳାମୃତ କାର୍ତ୍ତିକେ ଦାମୋଦର ବେଶ ଲୀଳାମୃତ
ପିତୃଦେବୋ ଭବ ପିତୃଦେବୋ ଭବ
ଯତୋ ଧର୍ମଃ ତତୋ ଜୟଃ ଯତୋ ଧର୍ମଃ ତତୋ ଜୟଃ
ମୃତ୍ଯୋର୍ମା ଅମୃତଂ ଗମୟ ମୃତ୍ଯୋର୍ମା ଅମୃତଂ ଗମୟ
ମୁଖେ ମିଷ୍ଟଭାଷା ଭାଷଇ ମନେ ଵହି କପଟ । ପରୋକ୍ଷେ ଅନିଷ୍ଟ ଯେ କରେ ସେ ତ ଅଟଇ ଦୁଷ୍ଟ ।। ମୁଖେ ମିଷ୍ଟଭାଷା ଭାଷଇ ମନେ ଵହି କପଟ । ପରୋକ୍ଷେ ଅନିଷ୍ଟ ଯେ କରେ ସେ ତ ଅଟଇ ଦୁଷ୍ଟ ।।
ଅନ୍ୟାୟର ଅନୀତିର ଦୁର୍ନୀତିର ଆସର କଳିର କାଳିମା ଦେଖି କାଳିଆ ବି ଥରହର। ଅନ୍ୟାୟର ଅନୀତିର ଦୁର୍ନୀତିର ଆସର କଳିର କାଳିମା ଦେଖି କାଳିଆ ବି ଥରହର।
ଭକ୍ତି ଭକ୍ତି
ମାନବ ଜାତିର ପବିତ୍ର ଦିବସ ମାନବ ଜାତିର ପବିତ୍ର ଦିବସ