STORYMIRROR

Nirupama Tarai

Tragedy Inspirational

3  

Nirupama Tarai

Tragedy Inspirational

ବୀର ସହୀଦ

ବୀର ସହୀଦ

1 min
113

ଯାଇଥିଲି ତୋର ପାଦ ଧୂଳି ନେଇ

ଫେରି ମୁଁ ଆସିବି ବୋଲି,

ଫେରିବା ପଥ ମୋ କଣ୍ଟାମୟ ଥିଲା,

ଆସି ପାରିଲିନି ପାଖକୁ ଫେରି।


ମାତୃଭୂମି ରକ୍ଷା କରିବା କର୍ତ୍ତବ୍ୟ

ମନରେ ରଖିଛି ପଣ କରି।

ନିଜର ଖୁସି କୁ ଜଳାଞ୍ଜଳି ଦେଇ

ପରିବାର ଦୂର ପ୍ରବାସୀ ।


ବୀର ସନ୍ତାନ ଆଜି ସାରା ଦେଶ

ଫାଟିପଡୁଥାନ୍ତି ଗର୍ବ ଅନୁଭବ କରି।

ଲୋକଙ୍କ ମୁଖରେ ହସ ଫୁଟେଇ

ଆନନ୍ଦେ ପାରିବି ମରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy