STORYMIRROR

Devipriya Das

Classics Inspirational Children

3  

Devipriya Das

Classics Inspirational Children

ବୀର ଵାଜି ରାଉତ

ବୀର ଵାଜି ରାଉତ

1 min
228

ଭାରତ ସ୍ବାଧୀନତା ସଂଗ୍ରାମୀ

ମାନଙ୍କ ଭିତରେ ସର୍ବ କନିଷ୍ଠ

ସଂଗ୍ରାମୀ ଭାବରେ ତମ

ନାମଟି  ଜଣାଶୁଣା ହେ  

ଵାଜି ରାଉତ।

ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ

ହୋଇଣ ତମେ ଜନ୍ମ ଓଡ଼ିଶାର

ମାଟି ପାଣି ଓ ପବନ ତମ ପାଇଁ ଗର୍ବିତ।

ଅକ୍ଟୋବର ୫ ତାରିଖ ତମ ଜୟନ୍ତୀ

ରେ ତମକୁ କରେ ମୁଁ ଭୂମିଷ୍ଠ ପ୍ରଣାମ।

ତମ ଜନ୍ମ ସମୟରେ ଇଂରାଜୀ ସରକାରର

ଶୋଷଣ ଓ  ଅତ୍ୟାଚାର ର ନଥିଲା ସୀମା

ଇଂରାଜୀ ସରକାରର ଆଦେଶ  କୁ

ତମେ କରିଣ ଭୃକ୍ଷେପ ଗର୍ବ ରେ

ଛାତି ରେ  ଖାଇଲ ତମେ ଗୁୁଳିି ବନ୍ଧୁୁକର

ଶହ ଶହ  ଗୋରା ସରକାର 

ଦେଖି ତମ ସାହାସ  ହେେଲେ

ସେ କାବା । ୧୪ ବର୍ଷ ର ଛୋଟ

ପିଲା ଟିର ଦେଶପାଇଁ ଦେଖି

ବଳିଦାନ ଛାତିିି ରେ 

ତାଙ୍କ ର ଛନକା 

ଭୟରେ ହୋଇ ଲେ ଥରହର।

ହେ ବୀର ସଂଗ୍ରାମୀ ତମ

ପାଇଁ ଏ  ଜନ୍ମଭୂମି  ଓଡ଼ିଶା

ଚିର ଗର୍ବିତ ହୋଇ ଵ 

ଏ ଭୂପୃଷ୍ଠ ରେ।



Rate this content
Log in

Similar oriya poem from Classics