STORYMIRROR

Brundabana Pradhan

Inspirational

2  

Brundabana Pradhan

Inspirational

ବିଘ୍ନବିନାଶନ

ବିଘ୍ନବିନାଶନ

1 min
187

ଭାବିଥିଲୁ ଏହି ବରଷରେ 

କରିବୁ ଆମେ ଗଣେଶ ପୂଜା 

ଜାକ ଜକମରେ ମଣ୍ଡପ 

ହେବ ସଜାକୁ ସଜା ।

କରୋନା ରାକ୍ଷସ ଆସିଲା ଧାଇଁ

ସବୁ ସଉକ ଗଲା ପଲାଇଁ

କେତେ ଭାବନା ମନରେ ଥିଲା 

ଗଣେଶ ପୂଜା ଅନଲାଇନେ ହେଲା। 

ଦୂରରେ ଥାଇ କଲି ଦର୍ଶନ 

ରକ୍ଷାକର ଆହେ ବିଘ୍ନନାଶନ 

ପ୍ରଫୁଲ୍ଲ କର ସଭିଙ୍କ ମନ 

ଆହେ ଆହେ ଶିବପର୍ବତୀ ନନ୍ଦନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational