STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
152

ବିଦ୍ୟା ଅଧ୍ୟୟନ କରେ ଯେଉଁ ପିଲା

ବିଦ୍ୟାର୍ଥୀ ଅଟଇ ସିଏ,

ସବୁ କିଛି ଯିବ ଚୋରି ହୋଇ ଯଦି

ବିଦ୍ୟର୍ଥୀର ବିଦ୍ୟା ସେମିତି ଥାଏ।

ବିଦ୍ୟା ଅଟେ ପରା ଅମୁଲ୍ୟ ସମ୍ପଦ

ଏ ଜଗତେ ପରାବିଦ୍ୟା ମହାଧନ

ବିଦ୍ୟାକୁ ଆୟତ୍ତ କର ,

ବିଦ୍ୟାର୍ଥୀ ବିଦ୍ୟାକୁ ବୁଝେ ଭଲଭାବେ

ସଦୁପଯୋଗ କରଇ

ଗୁରୁକୂଳ ବିଦ୍ୟା ତପସ୍ଵୀ ଜୀବନ

ସାଧୁତା ସଚ୍ଚୋଟ ମହାମନ୍ତ୍ର ଜାଣ,

ବିଦ୍ୟାର୍ଥୀ ଜଗତେ ହାରେ ନାହିଁ କେବେ

ବିଦ୍ୟା ବଳେ ମହାବଳି

ସୁସ୍ଥ ଜଗତର ସ୍ଵପ୍ନ ଦେଖି ଦେଇ

ତଦନୁଯାୟୀ ତ କରେ ସେ କାମ।

ବିଦ୍ୟାର୍ଥୀ ତ ଅଟେ ମେରୁଦଣ୍ଡ 

ସଂସାର ଜଗତ ହୁଏ ସୁନ୍ଦର।

ବିଦ୍ୟାର୍ଥୀ ଜାଣଇ ବିଦ୍ୟା ମଧୁ ।


Rate this content
Log in

Similar oriya poem from Inspirational