STORYMIRROR

Akshayakumar Dash

Drama Action Inspirational

3  

Akshayakumar Dash

Drama Action Inspirational

ବିଡମ୍ବନା

ବିଡମ୍ବନା

1 min
208

ନଦୀ ଜାଙ୍କ ଶୁଖିଗଲେ

ପାହାଡ଼ ସବୁ ବନ୍ଧ୍ୟା ହୋଗଲେ

ମାଟି ଫାଟି ଗଲେ

ଗଛ ଲତା ମରିଗଲେ

ଯେମିତି ଲାଗିବ ବନ୍ଧୁ

ତୁମର ସବୁ କୂଟଚକ୍ର

ଅନ୍ତର ପାନ୍ତର 

ରାମ ନାମ ବକିଥିବା ଯାଏଁ

ନାଟକର ଯବନିକା ହେବ ।

ଯେତେବେଳ ପର୍ଯ୍ୟନ୍ତ

ସତ୍ୟକୁ ଘୋଡେଇ ରଖି

ମିଥ୍ୟା ରାଜ୍ୟର ଗଜପତି ସାଜି

ଅଭିନୟ କରୁଥିବ

ନିଜର ପାପ ଦୃଷ୍ଟିରେ

ସଂସାରକୁ ଭଲ ପାଇବାର ଛଳନା କରୁଥିବ

ସୂର୍ଯ୍ୟଙ୍କ ସ୍ୱରୂପକୁ 

ବାଦଲ ଆଢୁଆଳରେ ରଖି କେତେ ବେଳ ପାଇଁ

ସୃଷ୍ଟିକୁ ଟୋକେଇର ଭିତରେ ଢାଙ୍କି ବାର କଳା ତକ

ତୁମକୁ ଗ୍ରାସିବ ଯେବେ ସୁଗନ୍ଧ ଛୁଟିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Drama