STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ବିଦାୟଠଠଠଠ

ବିଦାୟଠଠଠଠ

1 min
15

ଅନ୍ତର କନ୍ଦାଇ 

ମମତା ଛଡ଼ାଇ 

ଚାଲି ଯାଉଅଛ 

ସଧୀରେ

ଦେଇ ଅଛ କେତେ

ଉପାଦେୟ ମନ୍ତ୍ରଣା

ସ୍ମରଣ ମାତ୍ରକେ

ଉଭେଇ ଯାଉଛି

ମନର ସକଳ ଯନ୍ତ୍ରଣା

ସତେ ଚାଲି ଯିବ

ଅନ୍ତର କନ୍ଦାଇ

ଆଉ ଥରେ ପୁଣି

ଆସିବ ସ୍ମରଣ ମାତ୍ରକେ

 ରଖିବ

 ଚାତକ ଯେହ୍ନେ

ନୀର ଅନାଇ ଥାଇ

ସେହି ପ୍ରରକାରେ

ନୋହିବ 

 ବନ୍ଧୁ ହେ ସ୍ମରଣ

ମାତ୍ରକେ ରଖିବ

ତୁମେ ସିନା ଚାଲି 

ଚାଲିଗଲ ତୁମ ସ୍ମୃତିର

ପଦ ଚହ୍ନ ମୋ ହୃଦୟ

ବକ୍ଷେ ଛାପ ହୋଇ

 ରହିଲା

ତୁମରି ସ୍ମୃତି ପାରେନା ଭୁଲି

ଆଖି ମୋର ଲାଖି ରହିବ

ସେହି ଅଭୁଲା ଦିନକୁ

ମନ ମୋର ରହିଛି ଝୁରି

ଆଉ ଭୁଲି ହୁଏନା

ଆଖିରେ ନୀର ଭରି

ରୂପା ଜହ୍ନ ରହିଛି

ତାରି ସାକ୍ଷୀ ହୋଇ

ବିଦାୟି ଵନ୍ଧୁ ସ୍ମରଣ

ମାତ୍ରକେ ରଖିବ

ପ୍ରମିଳା ମହାନ୍ତି

ଶିକ୍ଷୟିତ୍ରୀ

ଜୟପୁର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational