STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ବଇଦ

ବଇଦ

1 min
160

ପାଠ ପଢି ମୁଁ ବଇଦ ହେବି

ନୋଟ କେବେ ନ ନେବି

ରୋଗ ଚିହ୍ନି ମୁ ବଟିକା ଦେବି

ପାଠ ପଢି ମୁଁ ବଇଦ ହେବି

ସହରେ ନୁହେଁ ଗାଁରେ ମୁଁ ରହିବି

ପାଠ ପଢି ମୁଁ ବଇଦ ହେବି

ଲୋକ ଙ୍କ ଦିନ ରାତି ସେବା କରିବି

ପାଠ ପଢି ମୁଁ ବଇଦ ହେବି

ନିଜ ସ୍ୱାର୍ଥ କୁ ସବୁ ଛାଡ଼ିବି

ପାଠ ପଢି ମୁଁ ବଇଦ ହେବି

ସେବା କୁ ପରମ ସୁଖ ମାନିବି

ପାଠ ପଢି ମୁଁ ବଇଦ ହେବି

ପ୍ରତି ଘର କୁ ବିପଦେ ଯିବି

ପାଠ ପଢି ମୁଁ ବଇଦ ହେବି

ସାଧୁ ହୋଇ ଜୀବନେ ରହିବି

ପାଠ ପଢି ମୁଁ ବଇଦ ହେବି

ନର ସେବା କରି ଧନ୍ୟ ମୁଁ ହେବି

ପାଠ ପଢି ମୁଁ ବଇଦ ହେବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics