STORYMIRROR

Sushama Khamari

Tragedy

3  

Sushama Khamari

Tragedy

ବିଚ୍ଛେଦ

ବିଚ୍ଛେଦ

1 min
170

ହେ ମୋର ପ୍ରିୟତମ 

ତୁମ ବିଚ୍ଛେଦରେ 

ସତେ ଯେମିିତି ଲାଗୁଛି ସାରା ଦୁନିଆଁଟା ଅନ୍ଧକାରମୟ

ସବୁ ଫୁଲ ଗୁଡିକ ଯେମିିତି 

ମଳିନ ଦେଖାଯାଉଛି ମୋର ଚକ୍ଷୁ ଦ୍ବୟକୁ 

ନୀଳ ଆକାଶ ,ଜହ୍ନ ରାତି ଆଉ କଇଁ ଫୁଲ 

ଚୁପ୍ଚଚାପ୍ ରହିଛନ୍ତି ଏକକୁ ଆରେକ ଚାହିଁ ।

ଆଉ ମୁଁ ବି ଚାହିଁ ରହିଛି 

ତୁମର ସେହି ମୁଖମଣ୍ଡଳକୁ 

କ'ଣ ଆସିବନି ?

ତୁମର ପ୍ରେୟସୀ ରାଣୀ ପାଖକୁ 

ତୁମ ବିଚ୍ଛେଦ ଟା ଆଜି 

ମୋ ଜୀବନ ଇତିହାସେ କଳାବାଦଳ ସାଜିିଛି

ବାସ୍ତବରେ ପ୍ରେମ ଅପେକ୍ଷା ବିଚ୍ଛେଦଟା

ଅତି ବେଦନା ଦାୟକ 

ଅତି ବେଦନା ଦାୟକ ।।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy