STORYMIRROR

Sushama Khamari

Romance

3  

Sushama Khamari

Romance

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
193

ଜୀବନର ଚଳାପଥେ 

କେବେ ପ୍ରେମର ମନ୍ଦିରେ 

ପାଦ ଥାପିିିହୋଇ ଯାଏ ଅଜାଣତରେ 

ବୁଝି ହୁଏନା ତଥାପି 

ସେ ରାସ୍ତା ରେ ବହିଚାଲେ ପ୍ରୀତି ର ଝରଣା ରେ

ସତରେ ଜାଣି ପାରେ ନାହିଁଁ ଠିକ୍ କି ଭୁୁୁଲ କରୁଛି ।

ହଠାତ୍ ଦିିନେ ବାଆ ବତାଶ ମାଡି ଆସି 

ଭାଙ୍ଗି ନିଏ ତାର ପ୍ରୀତର ନିଡକୁ

ପ୍ରୀତି ଯେ ଅପ୍ରୀତି ହେଲା

ଆଶା ବି ନିରାଶା ହେଲା ।

ସପ୍ନ ବି ସପ୍ନରେ ରହିଗଲା 

କେବଳ ଦିନ ଗଡି ଚାଲିଲା 

ଜୀବନରେ ନିତି ନିତି ଏମିିତି ଘଟଣା ଘଟୁଛି 

କିଏ ବା ତାର ପ୍ରାୟଶ୍ଚିିତ କରୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance