STORYMIRROR

Sushama Khamari

Romance

3  

Sushama Khamari

Romance

ପ୍ରିୟତମ

ପ୍ରିୟତମ

1 min
194

ହେ ମୋର ପ୍ରିୟତମ 

ମୋ ଅନ୍ତରର ପ୍ରତିଟିି ଶିରା ପ୍ରଶିିରାରେ 

ତୁମରି ରକ୍ତ ପ୍ରବାହିତ ।

ହୃଦୟରେ ସ୍ପନ୍ଦନ ତୁୁୁମରି

ପ୍ରତିଟି ନିଃଶ୍ୱାସ ପ୍ରଶ୍ୱାସରେ

ବାୟୁ ସଞ୍ଚାଳନ ତୁମରି 

ମନ କହୁଛି ତୁମରି କଥା 

ହାତ ଗାରୁୁଛି ତୁମରି ଛବି 

ଆଖି ଦେଖୁୁୁୁଛି ତୁମରି ରୂପ

ଖାସ୍ ତୁମରି ପଦ ଯୁଗଳରେ 

ସମର୍ପି ଦେଉଛି ମୋରି ହୃଦୟକୁ 

ସାଦରେ ଗ୍ରହଣ କର 

ହେ ମୋର ପ୍ରିୟତମ ।।

            

       


Rate this content
Log in

Similar oriya poem from Romance