STORYMIRROR

Subrat Malik

Fantasy Thriller Others

2  

Subrat Malik

Fantasy Thriller Others

ବିବାହ

ବିବାହ

1 min
139

ଏକ ପବିତ୍ର ବନ୍ଧନର

ନାମ ବିବାହ

ଯାହା ପାଇଁ ଗଢି ଉଠେ

ସମ୍ପର୍କର ଦେଉଳ

ସାତ ଜନ୍ମ ପାଇଁ

ଦୁଇ ଅପରିଚିତ ମଣିଷ ମଧ୍ୟରେ ।।

ହୋମ ନିଆଁ ଦଶ ଦିଗ ପାଳ ରୁହେ ସାକ୍ଷୀ

ଯଥା ରାବଣସ୍ୟ ମନ୍ଦଦୋରୀ

ତଥା ରାମସ୍ୟ ସୀତା ପରି

ପୁରୋହିତର ଶୁଭ ମନ୍ତ୍ର ଉଚ୍ଚାରଣେ

ଗୁଞ୍ଜରିତ ଗଗନ ପବନ

ସାତ ଫେରି ପରିକ୍ରମା କରି

କାୟ ମନ ବାକ୍ୟରେ

ଜୀବନ ସାଥୀ ରୂପେ କରନ୍ତି ଗ୍ରହଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy