STORYMIRROR

Sujata Routray

Abstract

2  

Sujata Routray

Abstract

ଭୟ

ଭୟ

1 min
375

ଭୟ କାହାକୁ ବା କାହିଁକି

ହିଂସ୍ର ପଶୁ ସବୁତ ଚିଡିଆଖାନାରେ

ଆଉ କିଛିଟା ଅଭୟାରଣ୍ୟରେ

ଭୟ ନାହିଁ ଭୂତ ,ପ୍ରେତ,ଡାହାଣୀଙ୍କୁ

ମହାମନ୍ତ୍ର ସବୁବେଳେ ପାଟିରେ

ଜଳ, ପବନ ବା ଅନଳକୁ

ନା..ତ କାହାପ୍ରତି ଡର ନାହିଁ

ବାସ ଡର ମଣିଷର ପଶୁତ୍ବକୁ

ମଣିଷରୂପୀ ଅମଣିଷ ଗୁଡାଙ୍କୁ

ପଶୁମାନେ ବରଂ ସଭ୍ୟ ହେଲେଣି

ମାତ୍ର ମଣିଷ ପଶୁ ପାଲଟିଲେଣି

ନାରୀତ୍ବ ଆଜି ଭୃଲୁଣ୍ଠିତ

କେବଳ ନାରୀହିଁ ସଂହାର କରିବ

ଏମାନଙ୍କୁ ଦୁର୍ଗା ରୂପ ଧାରଣ କରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract