STORYMIRROR

Puspanjali Panda

Abstract

3  

Puspanjali Panda

Abstract

ଭୂତାଣୁ

ଭୂତାଣୁ

1 min
206

"କରୋନା" କଣ କି?

ଖାଲିକଣ ଭୂତାଣୁ ଟେ?

"କରୋନା "ଏକ ଭୟ ..!

ଭୟ ଅଜଣା ଅଦୃଶ୍ୟର

ଭୟ ଦୁଃଖ ର,ଦୁର୍ଭାଗ୍ୟର

ଭୟ ଜୀବନର ସୂର୍ଯ୍ୟସ୍ତର

ଭୟ ଅନ୍ଧାରର,ଡାଆଣୀ ଆଲୁଅର

ଭୟ ଦୁର୍ଯୋଗର, ଦୁର୍ବିପାକର

ଭୟ ନିରବତାର,ଲୁହର,ଲହୁର

ଭୟ ନିଃସଙ୍ଗତାର,ଆତ୍ମ ନିର୍ବାସନର

ଭୟ ପରାଜୟର,ଯାତ୍ରା ଶେଷର,

ଭୟ ଅକାମ୍ୟ ମୃତ୍ୟୁ ର

"କରୋନା " ଖାଲି କଣ ଭୂତାଣୁ ଟେ...!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract