STORYMIRROR

Sarat Manhira

Romance

2  

Sarat Manhira

Romance

ଭୁଲିଗଲ

ଭୁଲିଗଲ

1 min
124

ମୋ ବିନା ନିଦ ଆସୁ ନ ଥିଲା

   ଏବେ କାହା ପ୍ରେମ ରେ ପଡିଗଲା

ମୋ ନିଦ ରେ ନ ଆସି

     ଅନ୍ୟ ପ୍ରେମ ରେ ଶୋଇଗଲ

ମୋତେ ଚିରାକାଗଜ ର ସ୍ମୁତି ଭାବି

     ଅସତୀ ପ୍ରିୟା ଭୁଲିଗଲ l 



Rate this content
Log in

Similar oriya poem from Romance