STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଭୁଲ୍ ରାସ୍ତା

ଭୁଲ୍ ରାସ୍ତା

1 min
179


ଭୁଲ୍ ରାସ୍ତା ଅତି ଦୁର୍ଗମ

ସଦା ଅନ୍ଧକାରମୟ 

ଶିଖାଏ ଭୁଲ କଥା

ଭଲମନ୍ଦ ର ହିସାବ 

ରଖେନା ଦିଅଇ ସଦା

କୁପଥର ମନ୍ତ୍ରଣା

ହୁଡିଗଲେ ବାଟ

ଜୀବନଟା ହେଵ

ଅନ୍ଧକାରମୟ

ଅଦୃଶ୍ୟ ହୋଇବ

ଅନ୍ଧାରିପଥ ଭଗିବାକୁ

ହୁଏ ଅଶେଷ ଯନ୍ତ୍ରଣା

ଥାଏ ସେଠି କଣ୍ଟା ବୁଦା

ଚାଲୁ ପାଦ ଥକି ପଡଇ

ପ୍ରାଣ ଥାଉ ପିଣ୍ଡ ହୋଇବ

   ଅଧା

ସଳଖ ନୁହଇ ଆବୁଡା

   ଖାବୁଡା 

ଜୀବନଟା ବନ୍ଧୁ ସଳଖ

ନୁହଁଇ ମିଳେ କେତେବେଳେ

ସୁଖ ମିଳିଥାଏ ପୁଣି ଯାତନା

ସମ୍ଭାଳି ଚାଲିବାକୁ ହେବ

ହୁଡିଗଲେ ପଥ ମିଳିଥାଏ

 ଦୁଃଖ ଲାଛ୍ଛନା

ଶାସ୍ତ୍ର ବି କହେ ଭୁଲ୍ ରାସ୍ତା

  କେବେ ବାଛନା

ଭୋଗିବାକୁ ହେବ ନିର୍ଯ୍ୟାତନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational