STORYMIRROR

Sudhashree Bhattamisra

Abstract

2  

Sudhashree Bhattamisra

Abstract

ଭରସା

ଭରସା

1 min
82

ବିଶ୍ୱାସର ସୂତାଖିଅ

ଛିଣ୍ଡିଗଲା ପରେ

ଭରସାର, ମଝିନଈରେ

ମୁହିଁ, ସିଏ ଯିଏ,

ବଞ୍ଚିଥାଏ ବିଶ୍ୱାସରେ

ମରେ ବି ବିଶ୍ୱାସରେ

ବିଶ୍ୱାସ, ଟିକକ ତୁଟିଗଲା, ପରେ

ଏଇ, ମରୁବାଲି ଜୀବନଟା

କେବେ, ଝାଂଜି କେବେ, ଝଞ୍ଜା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ହୃଦୟ

ହୃଦୟ

1 min ପଢ଼ନ୍ତୁ

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

Similar oriya poem from Abstract