STORYMIRROR

Sudhashree Bhattamisra

Abstract

2  

Sudhashree Bhattamisra

Abstract

ଭରସା

ଭରସା

1 min
76

ବିଶ୍ୱାସର ସୂତାଖିଅ

ଛିଣ୍ଡିଗଲା ପରେ

ଭରସାର, ମଝିନଈରେ

ମୁହିଁ, ସିଏ ଯିଏ,

ବଞ୍ଚିଥାଏ ବିଶ୍ୱାସରେ

ମରେ ବି ବିଶ୍ୱାସରେ

ବିଶ୍ୱାସ, ଟିକକ ତୁଟିଗଲା, ପରେ

ଏଇ, ମରୁବାଲି ଜୀବନଟା

କେବେ, ଝାଂଜି କେବେ, ଝଞ୍ଜା ।


Rate this content
Log in

Similar oriya poem from Abstract