STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଭର୍ଚୁଆଲ୍ ବିବାହ

ଭର୍ଚୁଆଲ୍ ବିବାହ

1 min
343

ବିବାହ ଏକ ପବିତ୍ର ବନ୍ଧନ ଜାଣ

ଦୁଇ ମନର ହୁଏ ସେଠି ମିଳନ

ଦୁଇ ପରିବାର ଏକାଠି ହୁଅନ୍ତି

ବିବାହ କରାଇ ସମ୍ବନ୍ଧ କରନ୍ତି

ହୋମ ଅଗ୍ନିସାକ୍ଷୀ ହୋଇ ରୁହେ

ଦଶ ଦିଗପାଳଙ୍କୁ ଆବାହାନ କରାଯାଏ

ବିବାହ ବନ୍ଧନ ସାତ ଜନ୍ମ ପାଇଁ

ଜୀବନ ସାଥି ଆସେ 

ସାଥେ ଚାଲିବା ପାଇଁ

କୋରୋନା କାଳ ଏକି ବିପରୀତ କରିଲା

ନୂଆଁ ନୂଆଁ କଥା ଦେଖାଇ ଦେଲା

ବାହା ବେଦୀରେ ବି ତୁଣ୍ଡି ବନ୍ଧାଇଲା

ସଭିଙ୍କ ମଧ୍ୟେ ଦୂରତା ରଖିଲା

ଭରଚୁଆଲ୍ ବିବାହ ଏବେ ହୋଇଲା

ମୋବାଇଲିରେ ମନ୍ତ୍ର ପାଠ ଶୁଭିଲା

ବ୍ରାହ୍ମଣ. ପାଖକୁ ନ ଆସିଲେ

ସବୁ ଅନଲାଇନରେ କରିଲେ

ଅନଲାଇନରେ ଶଙ୍ଖ ବାଜିଲା

ଭରଚୁଆଲ୍ ବିବାହ ସମ୍ପନ୍ନ ହୋଇଲା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational