STORYMIRROR

baishnaba meher

Abstract

2  

baishnaba meher

Abstract

ଭୋଜି

ଭୋଜି

1 min
417

ଚିହ୍ନା ଅଚିହ୍ନା, ଆପଣା ପର,

ସମସ୍ତେ ହୋଇ ଏକ ଠାବ,

ସୁଖ ଦୁଃଖ, ଖଟି ମଜା,

ମିଶି ସମସ୍ତେ ଭୋଜି ଖାଇବା


ଦାନ୍ତ ଦେଖେଇ ଫୋଟୋ ନେବା

ଅନ୍ୟର ରନ୍ଧା ଉପରେ ବାହୁନିବା

ବାବୁ ପଣ ଦେଖେଇ ଆରାମରେ,

ଅନ୍ୟ ଲୋକଙ୍କୁ ଆଦେଶ ଦେବା,

ଏ ହେଲା ଭୋଜିର ଅସଲ ମଜା


ଛୁଆ ମାନଙ୍କର ଗୀତରେ ନାଚ,

ଦେଖି ବଡମାନଙ୍କ ଅଣ୍ଟା ହଲେ,

ହସମଜା ଖଟିଗପ କରୁ କରୁ,

ସମୟଟି କେମିତି ବିତି ଯାଏ


ସମସ୍ତେ ମିଶି ଖାଇ ପିଇ,

ଯେ ଯା ଗୃହ କୁ ଚାଲିଯାନ୍ତି,

ଅପେକ୍ଷl ରହେ ସମସ୍ତଙ୍କ,

ଆର ଏକ ଭୋଜି ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract