STORYMIRROR

Pramila Mohanty

Inspirational

2  

Pramila Mohanty

Inspirational

ଭଲ ପାଠକଟିଏ ହେବି

ଭଲ ପାଠକଟିଏ ହେବି

1 min
103


ଅନ୍ତର ଆତ୍ମା ର ସାମାଜିକ

ପ୍ରତିଫଳନ ହେଉଛି ବହି

ଅମୂଲ୍ୟ ରତ୍ନ ଭଣ୍ଡାର 

 ଅଟେ ବହି

ହୃଦୟର କୋହ ପ୍ରସମିତ

କରେ ବହି ମନର ବେଦନା

  ର ନାଶକ ଵହି

ଜୀବନ ର ମାର୍ଗଦର୍ଶକ ତେଣୁ

ତତ୍ତ୍ୱ ପୂର୍ଣ୍ଣ ବହି ଟିଏ ପଢି

ଗ୍ଯାନ ରୂପକ ରତ୍ନ ସାଉଁଟି

ଆଣିବା ଉଦ୍ଦେଶ୍ୟ ନେଇ

ଭଲ ପାଠକଟିଏ ହେବା

 ଲକ୍ଷ୍ୟ ନେଇ ବହି ଭଳି

ଅମୂଲ୍ୟ ରତ୍ନ କୁ ପଲକର

ଅସୀମିତ ପୁଲକରେ ବହି

ପଢିବା ଭଲ ପାଠକ ଟିଏ

  ହେବା ଲକ୍ଷ୍ୟ 

ଭଲ ପାଠକ ଟିଏ ହୋଇ

ଗ୍ଯାନ ରୂପକ ସଞିବନୀକୁ

ନେଇ ଜୀବନ ପୋତ ବାହି ନେଇ ନେବା ଉଦ୍ଦେଶ୍ଯ ମୋର

ଗ୍ଯାନ ଲୋକ ର କିରଣରେ

ପ୍ରଜୋଳ୍ଵିତ ଜ୍ଯୋତିରେ

ନିଜ ଗ୍ଯାନ କୁ ପ୍ରସ୍ଫୁଟିତ

କରିବା ଲକ୍ଷ୍ୟ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational