STORYMIRROR

Prafulla Kumar Tripathy

Classics

4  

Prafulla Kumar Tripathy

Classics

ଭଲ ଲାଗେ କାର୍ତ୍ତିକ ମାସ

ଭଲ ଲାଗେ କାର୍ତ୍ତିକ ମାସ

1 min
225

ଭାରି ଭଲ ଲାଗେ କାର୍ତ୍ତିକ ମାସ

ଗର୍ଭଣାର ଧାନ କ୍ଷେତ

ଭାରି ଭଲ ଲାଗେ ଚଷା ଭାଇର

ମନ ଫୁଲାଣିଆ ଗୀତ ା

ଭାରି ଭଲ ଲାଗେ ଦୀପାବଳୀ ଦିନ

ଘରେ ଆଲୋକର ମାଳା

ଭାରି ଭଲ ଲାଗେ ବଡ ବଡୁ ଆଙ୍କ ପାଇଁ

କାଉଁରିଆ କାଠି ଜଳା

ଭାରି ଭଲ ଲାଗେ ଶ୍ଯାମ କାଳୀ ପୂଜା

ଗାଆଁ ମଣ୍ତପରେ ଦେଖି 

 ରାଇ ଦାମଦର ପୁଜା କରି

ଲଭନ୍ତି ଭକତ ଖୁସି ା

ଭାରି ଭଲ ଲାଗେ ମୁରୁଜର ଅଙ୍କା

ତୁଳସି ଚଉରା ମୁଳ

ପୁଣ୍ଯ ଟିକକ ପାଇବା ପାଈଁ

କାଳିଆ ପାଖରେ ଭିଡ ାାା

ଭାରି ଭଲ ଲାଗେ କାର୍ତ୍ତିକ ପୂର୍ଣ୍ମମିି

ପାହାନ୍ତି ପହର ଡଗାଂ ଭସା

ହବିିସାଳିଙ୍କ ମେଳଣ ଦେଖି

ନଈଟି ସାଜଇ ଗଂଗା ାାାା

ଭାରି ଭଲ ଲାଗେ କାର୍ତ୍ତିକର ମାସ

ଭରିି ଦିଏ ସବୁ ଖୁସି

ପାପ ସବୁ ଧୋଇ ନେବେ ପରଂ ବ୍ରହ୍ମ

ଦୁଃଖ ଭୁଲି ଦେ ତୁ ହସି ା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics