STORYMIRROR

Sunanda Mohanty

Classics Inspirational Others

2  

Sunanda Mohanty

Classics Inspirational Others

ଭକ୍ତି କରେ ସମସ୍ତଙ୍କୁ

ଭକ୍ତି କରେ ସମସ୍ତଙ୍କୁ

1 min
133

କୋଉ ଭକ୍ତି ଅବା କାହାକୁ କରିବି 

ମା'କୁ ମୁଁ ଭଲ ପାଏ ବାପାଙ୍କୁ ଭକ୍ତି କରେ 

ଶିବ ମୋର ଥ ପାର୍ବତୀ ପାଥେୟ 

ଗଣେଶ ମୋ ଧର୍ମ କାର୍ତ୍ତିକ ମୋ ତପ 

ବ୍ରହ୍ମା ବିଷ୍ଣୁ ମହେଶ୍ୱର ମୋର ଜପ 

ଦୁର୍ଗା ମାଆ ମୋର କାଳୀ ମାଆ ମୋର 

କାତ୍ୟାୟନୀ ଲଷ୍ମୀପ୍ରିୟା ସରସ୍ବତୀ 

ସନ୍ତୋଷୀ ନାରାୟଣୀ ଇଷ୍ଟ ଦେବୀ ବଗବତୀ 

ରୁଦ୍ର ଅମ୍ବିକା ଗୌରୀ ନବମହାଗ୍ରହେ ଧ୍ୟାନ 

ପିତୃପୁରୁଷ ଆଶୁତୋଷ ଠାରେ ମୋର ମନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics