Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahadev Behera

Inspirational

3  

Sahadev Behera

Inspirational

ଭଜରେ ଗୋବିନ୍ଦ

ଭଜରେ ଗୋବିନ୍ଦ

1 min
24


ଭଜରେ ଗୋବିନ୍ଦ   ଶ୍ରୀ ମଧୁସୂଦନ 

   ଭଜ ତୁ ଶ୍ରୀହରି ନାମ 

ମନ ଧ୍ଯାନ ଚିତ୍ତେ  ଭଜିଲେ ଗୋବିନ୍ଦ 

    ନ ବାନ୍ଧିବ କାଳ ଯମ ll

      

ଜନମି ମହୀରେ    ସଂସାର ମୟାରେ

    ବିତାଇଲୁ ତୁ ଜୀବନ 

ତୁଣ୍ଡେ ଯେବେ କେବେ  ନ ଭଜିଲୁ ହରି 

     ଏ ଜୀବନ ଅକାରଣ ll

       

ସବୁରି ମୂଳରେ   ଧନ ଇଛାକଲୁ 

     ନ ଇଛୁ ମଧୁସୂଦନ 

ଥରେ ସେ ଅମୃତ  ନାମ ଉଛାରିଲେ

     ନ ଯିବୁ ତୁ ସ୍ମସାନ ll

      

ମୋର ମୋର ବୋଲି   ପୁତ୍ର କଳତ୍ରକୁ

      କରୁ କେତେ ଆପଣାର 

ଦିନେ ବୋଲି କୃଷ୍ଣ  ଗୋବିନ୍ଦ ଗୋପାଳ 

      କରିଲୁନି ତୁ ନିଜର ll


ସେ ଏକା ତୋ ସାହା  ଭରସା ସଂସାରେ 

      କରିବେ ଏ ଭବୁ ପାରି 

ମିଛ ମାୟା ଏହି ଜଗତକୁ ଛାଡି 

      ଡାକ ଥରେ ହରି ହରି ll

     



Rate this content
Log in

Similar oriya poem from Inspirational