STORYMIRROR

MADHU MITA

Abstract

3  

MADHU MITA

Abstract

ଭିଡ଼

ଭିଡ଼

1 min
11.8K

ସାଇତି ରଖିଥିଲି

ଅତି ଯତ୍ନରେ

କୋଲପ ପକେଇ

ମୋ ଛାତି ଭିତରେ..


ତଥାପି କେମିତି

କେଜାଣି କେଉଁଠି

ଖସିଗଲୁ ତୁ..

ଆଉ ରହିଗଲି ମୁଁ

କେବଳ ଶୂନ୍ୟ ହାତରେ..!!


କେଉଁଠି ଢିଲା ହେଲା ଗଣ୍ଠି

ଭାବି କେବଳ ହେଉଛି ମୁଁ ଘାଣ୍ଟି

କିନ୍ତୁ ପାଉନି ସେ ବେଳାକୁ ଖୋଜି

ଯେତେବେଳେ

ପର କଲୁ ତୁ..

ମୋ ଜୀବନ ଧନକୁ..

କେତେ ସହଜରେ.. ନେଇଗଲୁ ଲୁଣ୍ଠି..!! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract