STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ଭେଜାଲ

ଭେଜାଲ

1 min
426

ଭେଜାଲ ପ୍ରତି ସାବଧାନ

ବଜାରରୁ ଯାହା ଆଣନ୍ତୁ

ପୁଲିସୀ ଚୋର ଖେଳପରି

ଛକାପଞ୍ଝା ରେ ଖସିଯାଇ

ଦେହସୁଆ ଜୀବନ ,

ତୁଳସୀ ମାଳିଟେ ପରି

ଗୋଟିପରି ତୁଳସୀରେ

ପୂଜା ସାମଗ୍ରୀ ଦୋକାନ

ତେଜରାତି,ଆକାଶର ତାରା

ମାମୁଁଘରେ ଗୋଠେଗାଈ

ବିଷସେଠି ଭେଜାଲ ମିଳଇ ।

ବୁଢାକଂର କଳାକେଶ ପରି

ପରିବାରେ ରଙ୍ଗ ବୋଳି

ହାଟରେ ନାଟକୁ ଦେଖ

କଲରା ପୋଟଳ ସଜକୁ

ପାଟଶାଢ଼ୀ ଧୋଇଦେଲେ

ରଙ୍ଗ ଗଲାଛାଡ଼ି।

ବଜାରଟା ଭେଜାଲରେ କିଣାବିକା ଖଟି

ଦେଖୁଛି ପୋଲିସ , ଚୋର ବି ହସୁଛି

ବେଳକାଲେ ଭେଟ ହେଲେ

ଚୋର ଜୀଵ ଖସି ଦେଇ ବଟି ।

ସବୁ ଭେଜାଲ, ସାବଧାନ ।


Rate this content
Log in

Similar oriya poem from Inspirational