STORYMIRROR

Sudhashree Bhattamisra

Inspirational

2  

Sudhashree Bhattamisra

Inspirational

ଭାଷା

ଭାଷା

1 min
98

ଗଢିବା ବି ଭାଷା

ଭାଙ୍ଗିବା ବି ଭାଷା

ଭଙ୍ଗା ଗଢ଼ାର

ଖେଳଟିଏ ଭାଷା

ଭାଙ୍ଗିବା ଯେତିକି ଜରୁରୀ

ଗଢିବା ସେତିକି

ତାହା ହିଁ ତ ଭାଷା

ଗଢି ଦେଲେ ଗଢି ହୋଇଯାଏ

ଭାଙ୍ଗିଦେଲେ ଭାଙ୍ଗିଯାଏ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Inspirational