ଭାରତର ଆତ୍ମା
ଭାରତର ଆତ୍ମା
କେମିତି କହିବା ଏ ଦେଶ ହୋଇଛି ସ୍ଵାଧୀନ
ଆମ ଝିଅ ବୋହୁ ରାତି ଅଧରେ
କରି ପାରନ୍ତି ନି ଏକା ଭ୍ରମଣ
ଏଇ କି ବାପୁଙ୍କ ସପନ
ଦେଶ ର ଆତ୍ମା ଗାଆଁ ରେ ରହିଚି
ଗୁମୁରି କାନ୍ଦୁଛି ରାତି ଦିନ
ସ୍କୁଲ ପିଲା ଙ୍କ ଜୟ ଧ୍ୱନି ରେ
ଏ ଦେଶ ହୁଅଇ ସ୍ଵାଧୀନ
ସେ ପୁଣି ବର୍ଷ କୁ ଦି ତିନି ଦିନ
କେମିତି କହିବା
