STORYMIRROR

Manas Kumar

Abstract

2  

Manas Kumar

Abstract

ଭାରତ ମୋର ଜନମ ଭୂଇଁ

ଭାରତ ମୋର ଜନମ ଭୂଇଁ

1 min
2.8K

ଭାରତ ମୋର ଜନମ ଭୂଇଁ 

ଆଉ କୋଉ ଦେଶେ ସହ ତୁଳନା ନାଇଁ


ଅତୀତ ଯାର କହେ କେଡେ ମହାନ ଗାଥା 

ତାହାସହ ଭବିଷ୍ୟତ କହିବ ଆଉ କିଛି ମହାନ କଥା


୨୮ ରାଇଜ ଅଛି ଏଠାରେ 

କିନ୍ତୁ ସିଖାଏ ଏହା ଏକତା ବିଭିନ୍ନତାରେ


ଦେଶ ର ସୁରକ୍ଷା ପାଇଁ ଯବାନ ଙ୍କୁ କରୁ ସଲାମ 

ତା ସହ ଆମ ଦେଶ ର ଗର୍ବ ଗାନ୍ଧୀ, ତିଳକ ଆଉ ସୁବାଷ ଙ୍କୁ କୋଟି ପ୍ରଣାମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract