Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan kumar Mohanty

Romance

2  

Ranjan kumar Mohanty

Romance

ଭାରତ (ଏକ ଅଭିନବ ଅସ୍ତିତ୍ବ)

ଭାରତ (ଏକ ଅଭିନବ ଅସ୍ତିତ୍ବ)

1 min
218


ଜନନୀ ତୁ ଜନ୍ମଭୂମି ଜୟଗାନେ ଜାଗ୍ରତ

ମାଟି ନୁହଁ ମମତାର ମହାମନ୍ତ୍ରେ ମନ୍ତ୍ରିତ

ଶାନ୍ତି ଶତଦଳ ଶେଷେ ଶୋଭଶ୍ରୀ ସୁଶୋଭିତ

ମାତୃଭୂମି ମୈତ୍ରୀଭୂମି ମୁକ୍ତିଭୂମି --ଭାରତ ।

ଶ୍ୟାମଳିମା ଶୋଭାମୟୀ ଶ୍ରୁତି

ଶବ୍ଦେ ଶାଣିତ ରକ୍ତଲିପ୍ତ ରକ୍ଷାକର୍ତ୍ରୀ ରତ୍ନାକରେ ରଞ୍ଜିତ

ଲକ୍ଷ ଲୋକ ଲୁହ ଲହୁ ଲକ୍ଷ୍ୟ ଲେଖା ଲୋହିତ

ପୁଣ୍ୟଭୂମି ପ୍ରେମଭୂମି ପ୍ରାଣଭୂମି --ଭାରତ ।

ତଟିନୀ ତର୍ପଣ ତୀରେ ତଥ୍ୟ ତତ୍ତ୍ୱ ତୃପିତ

ଗିରି ଗହ୍ୱର ଗରବେ ଗାଏ ଗୌରବ ଗୀତ

ବୀରବନ୍ଦ୍ୟl ବେଦଵନ୍ଦ୍ୟା ବିଭବଶ୍ରୀ ବନ୍ଦିତ

ପୁଣ୍ୟତୋୟା ପୂତକାୟା ପୂଜନୀୟା --ଭାରତ ।


Rate this content
Log in

Similar oriya poem from Romance