Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ଭାଇକୁ ମୁଁ ବାନ୍ଧିବି ରାକ୍ଷୀ

ଭାଇକୁ ମୁଁ ବାନ୍ଧିବି ରାକ୍ଷୀ

1 min
140



ଆ ସୁନା ଭାଇ ବାନ୍ଧିବି ରାକ୍ଷୀ

ପିଲାଦିନ ଫଟୋ ରହିଛି ଆଜି ସାକ୍ଷୀ

ଭଉଣୀ ବିନା ତୁ ନଥାଉ ସୁଖୀ

ପରସ୍ପର ଜଣେ ଆନ ଦୁଃଖେ ଦୁଃଖୀ

ଖେଳୁଥିଲେ ହୋଇ ସାଙ୍ଗ ସାଥି l

ଭାବିନି କେବେ ବି ମୁଁ ନିରିମାଖି

ଭାଇ ଯେଣୁ ଥାଉ ପଛେ ମୋ ଲାଖି

ଖଡ଼ି ସିଲଟ ବ୍ୟାଗ ବସ୍ତାନି ରଖି

ଖେଳୁଥିଲେ ଖେଳ ସାକ୍ଷୀ ଏ ଆଖି l

ପୋଲିସ ତୁ ମୁଁ ଚୋର ତତେ ଦେଖି

ଛାନିଆଁରେ ଋଷିଗଲେ ବୁଝାଉ ଡାକି

ଭାଇ ଭଉଣୀର ଭାବ ନିଆରା ଦେଖି

କେତେ କବିତା ସାହିତ୍ୟ ଦିଅନ୍ତି ଲେଖି l

ମୋ ଭାଇ ରାଜା ମୁଁ ଭଉଣୀ ସୁଖ ଦୁଃଖରେ

ରହିଛି ପଛରେ ତୁ ଥା ମୋ ଆଗରେ

ଭାଇ ଭଉଣୀ କହ କାହାଣୀ l

ଭାରତ ବାସୀ ବଡ ସାହାସୀ

ଛବିଳ ବର୍ଣ୍ଣବୋଧ ଦେଇଛି ଲେଖି

ରଖିଥିବା ମନେ ଥିବା ଯିଏ ଯେଉଁଠି l



Rate this content
Log in

Similar oriya poem from Abstract