STORYMIRROR

ଡୁଲେଶ୍ବର କୁମାର ସାହୁ

Drama Horror Action

3  

ଡୁଲେଶ୍ବର କୁମାର ସାହୁ

Drama Horror Action

ଭାଇ ହାତଦେ

ଭାଇ ହାତଦେ

1 min
144

ସ୍ନେହର ବନ୍ଧନେ ସ୍ନେହର ଜତନେ

ବାନ୍ଧି ଦେଲି ଭାଇ ରାକ୍ଷୀ

ଭାଇ ଭଉଣୀର ସମ୍ପର୍କ ଆମର

ରହିଲା ଏସୁତା ସାକ୍ଷୀ l


ବ୍ୟାସ ପୂର୍ଣ୍ଣିମା ଶେଷ ଦିବସରେ

ବନ୍ଧାଯାଏ ଏହି ରାଖି

ଦୀପଟିଏ ଜାଳି ତିଳକ ଲଗାଇ

ଈଶ୍ୱରଙ୍କୁ ଦେଲି ସାକ୍ଷୀ l


ସୁରକ୍ଷା ଦେଉଛି ଶପଥ ନେଉଛି 

ଦୁଃଖ ଦେବି ନାହିଁ କେବେ

ଦୁଃଖ ଠେଲି ଆସେ ଜଦି କେବେକେବେ

ନିଜେ ସମପ୍ପିବି ତେବେ l


ତୁ ପରା ମୋର ଅତି ନିଜର

ସ୍ନେହ, ଆଦରରେ ଜୀବନ ତୋର

ହସ ଖୁସିରେ ଜୀବନ ଥାଉ

ଭାଇ, ଭଉଣୀର ପ୍ରେମ ଆମର l


ଆକାଶ ଦେଖୁଛି ମାଟି ସାଖିଅଛି

କରିବିନି ଦିନେ ପର

ମହକୁ ଥିବ ଆମରି ସମ୍ପର୍କ

ଆଶିର୍ବାଦ ପ୍ରଭୁଙ୍କର l


Rate this content
Log in

Similar oriya poem from Drama