Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

4  

Bharatabandhu Biswal

Inspirational

ଭାଇ ଭଉଣୀ

ଭାଇ ଭଉଣୀ

1 min
480



ଭଉଣୀ ଫୁଲ  ଭାଇ ସୁଫଳ

  ଗୋଟିଏ ବୃନ୍ତୁ ଜାତ

ଶିକ୍ଷା ସ°ସ୍କାର  କରେ ପାକଳ

  ବଢେ ସ°ସାର ବୃକ୍ଷ ।


ଭଉଣୀ ବିନା  ଭାଇଙ୍କ ସ୍ଥିତି

   ଅଟଇ ଅସମ୍ଭବ

ରକ୍ଷା ମର୍ଯ୍ୟାଦା  ଭଗିନୀ ସୀମା

  ଭାଇ ବିଭବ ସୁଖ ।


ଉତ୍ତମ ଯତ୍ନ  ବେଉଷଣରେ

  ବଢ଼ଇ ସବୁଜିମା

ଫୁଟିଲେ ଫୁଲ  ଚହଟେ ବାସ

  ଲାଗେ ରଙ୍ଗର ମେଳା ।


କଳପ ବଟ   ଆମ ସମାଜ

   ସ°ସାର ପରିବାର

ତା ରସ ଗୁଣ  ଆଧାର ମୂଳ

   ଅମୃତ ଜୀବନର ।


ଭାଇ ଭଉଣୀ  ଦୁଇଟି ହାତ

   ବିକାଶ ବୁଦ୍ଧି ଜ୍ଞାନ

ସୃଜନ ଧର୍ମ   କର୍ତ୍ତବ୍ୟ କର୍ମେ

   ଉତ୍କର୍ଷ କୀର୍ତ୍ତିମାନ ।



Rate this content
Log in

Similar oriya poem from Inspirational