STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ଭାଇ ଭଉଣୀ

ଭାଇ ଭଉଣୀ

1 min
243

ଭାଈ ଭଉଣୀ କହ କାହାଣୀ

ଆମେ ଦୁହେଁ ପରିବାର ସୁନା ଗଉଣୀ

ଫୁଲ ପରି ଆମ ଜୀବନ ସାରଣୀ

ପାଠ ପଢି ହେବୁ ମଉଡମଣି 

ତୁଳସୀ ଦୁଇପତ୍ରରୁ ସୁବାସ ବୁଣି

ଆମେ ଆଣିଦେବୁ ପରସ ମଣି

ଦେଶ ମାତୃକା କୁ କରି ସୁନା ଛାଉଣୀ

ବିଜୟର ବାର୍ତ୍ତା ଗାଇବୁ ପୁଣି

ରାଗ ଋଷା ଅଭିମାନ ସବୁକୁ ପଠାଇ ମଶାଣୀ

ବିତରିବୁ ବାସ ହୋଇକି ଗୁଣୀ

ସମ୍ମାନ ସଦଭାବନା ଚାଲୁଣି 

ରଖିବୁନି ଭେଦଭାବ ହୋଇ ସିଆଣୀ

ପୁଅ ଝିଅ ସଭିଏଁ ପାଠ ପଢ଼ିବୁ ପୁଣି 

ଯେତେବେଳେ ଯାହା କାମ ସାରି ତତ୍କ୍ଷଣୀ

ସାଥୀ ହୋଇ ସ୍ନେହ ମମତାର ମଞ୍ଜି ଯିବୁ ବୁଣି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract