STORYMIRROR

Chittaranjan Lenka

Abstract

2  

Chittaranjan Lenka

Abstract

ଭାଇ ଭାବ

ଭାଇ ଭାବ

1 min
14K


ପୂର୍ବେ ଯାହା ଥିଲା    ଏବେ ତାହା ନାହିଁ

ଏହା ସୃଷ୍ଟିର ନିୟମ

ଧିରେ ଧିରେ ସବୁ    ସରଳ ହେଉଛି

ଏହା ଆମ ବର୍ତ୍ତମାନ


ସଭିଙ୍କ ସୁବିଧା         ସୁଯୋଗ ନିମନ୍ତେ

ଜରୁରୀ ପରିବର୍ତ୍ତନ

ହେଲେ ଭାଇ ଭାବ    ସେନେହ ସୁହାଗ

ବଦଳିବା ପ୍ରୟୋଜନ???


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract